Jump to content

ଫାଣ୍ଡ

ଉଇକିଅଭିଧାନ‌ରୁ

ଫାଣ୍ଡ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ପାଟକ= ଗ୍ରାସ)

[ସମ୍ପାଦନା]

ଶାନ୍ତିରକ୍ଷାର୍ଥ ପୁଲିସ୍ ରଖାଯାଇଥିବା ଗ୍ରାମ୍ୟ କେନ୍ଦ୍ର; ପୁଲିସ୍ ଚୌକୀ — ୧. Police outpost.

[ଦ୍ରଷ୍ଟବ୍ୟ —ବଡ଼ ବଡ଼ ପୁଲିସ୍ କେନ୍ଦ୍ରକୁ ଥାନା ଓ କ୍ଷୁଦ୍ର କେନ୍ଦ୍ରକୁ ଫାଣ୍ଡୀ ବୋଲାଯାଏ ଥାନାର ଉଚ୍ଚତମ କର୍ମଚାରୀ ମୁନସୀ (Sub inspector) ଏବଂ ଫାଣ୍ଡୀର ଉଚ୍ଚତମ କର୍ମଚାରୀ ଜମାଦାର (head constable) ଅଟନ୍ତି]

୨. (ସ୍ତ୍ରୀ) (ସଂସ୍କୃତ - ଫଣ୍ଡ=ଉଦର) ସ୍ଥୂଳକାୟ ସ୍ତ୍ରୀ;ସ୍ଥୂଳୋଦରୀ ସ୍ତ୍ରୀ — ୨. A corpulent woman; a pot-bellied woman.