ଫାତିଆ
ଦେଖଣା
ଫାତିଆ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ - (ଆରବୀ - ଫାତିହା= ପ୍ରାର୍ଥନା)
[ସମ୍ପାଦନା]- ୧. କୋରାନ୍ ପାଠପୂର୍ବକ ମୁସଲମାନ୍ମାନେ ପୀରଙ୍କ ଉଦ୍ଦେଶ୍ୟରେ ଯେଉଁ ନୈବୈଦ୍ୟ ବା ପୂଜା ଦିଅନ୍ତି — ୧. Worship or offering made to a pir or saint by a Mohommedan by reciting passeges from the koran.
- ୨. ମୃତବ୍ୟକ୍ତି ଉଦ୍ଦେଶ୍ୟରେ ଅର୍ପିତ ନୈବୈଦ୍ୟ — ୨. Offering dedicated in the name of a deceased person.