Jump to content

ଫାତିହା

ଉଇକିଅଭିଧାନ‌ରୁ

ଫାତିହା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଆରବୀ - ଫାତିହା= ପ୍ରାର୍ଥନା)

[ସମ୍ପାଦନା]
୧. କୋରାନ୍ ପାଠପୂର୍ବକ ମୁସଲମାନ୍ମାନେ ପୀରଙ୍କ ଉଦ୍ଦେଶ୍ୟରେ ଯେଉଁ ନୈବୈଦ୍ୟ ବା ପୂଜା ଦିଅନ୍ତି — ୧. Worship or offering made to a Pir or saint by a Mohommedan by reciting passeges from the koran.
୨. ମୃତବ୍ୟକ୍ତି ଉଦ୍ଦେଶ୍ୟରେ ଅର୍ପିତ ନୈବୈଦ୍ୟ —୨. Offering dedicated in the name of a deceased person.