Jump to content

ଫାନ୍ଦରେ ପକାଇବା

ଉଇକିଅଭିଧାନ‌ରୁ

ଫାନ୍ଦରେ ପକାଇବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ଲୋକକୁ ବିପଦରେ ପକାଇବା; ବିପନ୍ନ କରିବା — ୧. To involve a person in danger.
୨. ଲୋକକୁ ପ୍ରଲୋଭନଦ୍ୱାରା ବଶୀଭୂତ କରିବା —୨. To cause a person to succumb to templations.
୩. ଗୋଳମାଳରେ ଜଡ଼ିତ କରିବା — ୩. To entangle a person in confusion.
୪. ଜନ୍ତୁକୁ ଜାଲ ବା ଫାଶରେ ପକାଇବା — ୪. To entrap or ensnare an animal.