ଫାନ୍ଦିବା
ଦେଖଣା
ଫାନ୍ଦିବା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - କ୍ରି—(ସଂସ୍କୃତ - ଛନ୍ଦ ଧାତୁ; ସଂସ୍କୃତ - ବନ୍ଧ. ଧାତୁ)
[ସମ୍ପାଦନା]- ୧. କାଳ୍ପନିକ ବା ମନଗଢ଼ା କଥା କହିବା; ଉଦ୍ଭାବନ କରିବା; ମନରୁ କାଢ଼ିବା —୧. To invent a false or imaginary story.
ବନେ ବୁଲିବାକୁ ଏବେ କକଥା ଫାନ୍ଦୁ ପାଶତିଥି ବ୍ରଜବିହାର
- ୨. (ଗୀତ ଆଦି) ରଚନା କରିବା; ଯୋଡ଼ିବା — ୨. To compose (a song).
- ୩. ଜାଲ ବିସ୍ତାର କରିବା —୩. To ensnare; to lay or spread a snare.
- ୪. ଛନ୍ଦିବା; ଗଣ୍ଠି ପକାଇବା — ୪. To make a knot or tangle.
- ୫. ଛନ୍ଦକରି ବାନ୍ଧିବା; ବନ୍ଧନ କରିବା —୫. To bind tightly.
- ୬. ଆରମ୍ଭ କରିବା —୬. To commence; to begin.
- ୭. ରେଖା ଟାଣିବା — ୭. To draw a line; to make an outline.