ଫାନ୍ଦ ପାତିବା
ଦେଖଣା
ଫାନ୍ଦ ପାତିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଫାନ୍ଦ ବସା(ସେ)ଇବା,ଫାନ୍ଦ ମେଲା(ଲେ)ଇବା,ଫାନ୍ଦ ମେଲିବା,ଫାନ୍ଦ ପାରିବାଅନ୍ୟରୂପ
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. କୌଣସି ଜୀବକୁ ଧରିବା ନିମନ୍ତେ ଜାଲ ବା ଫାଶ ବିସ୍ତାର କରିବା —୧. To lay or spread a snare or noose.
- ୨. କୌଣସି ବ୍ୟକ୍ତିକୁ ବିପଦରେ ପକାଇବା ନିମନ୍ତେ କୂଟ କୌଶଳ ବା ଉପାୟ ପ୍ରୟୋଗ କରିବା —୨. To apply means or stratagem to entangle or ensnare a person.