Jump to content

ଫାପଡ଼୍

ଉଇକିଅଭିଧାନ‌ରୁ

ଫାପଡ଼୍

ଉଚ୍ଚାରଣ

[ସମ୍ପାଦନା]

ପ୍ରାଦେଶିକ - (ଗଡ଼ଜାତ) ବିଶେଷ୍ୟ -

[ସମ୍ପାଦନା]

ଫୋପାଡ଼ିବା କ୍ରିୟାର ଥର — A throw.

(ଯଥା—ମୁଁ ଏକା ଫାପଡ଼କେ ଏ ଆମ୍ୱପେନ୍ଥାଟି ଝଡ଼ାଇ ଦେବି)