ଫାପଣ
(ଫଣୀ, ଫାମ୍ପଣ, ଫାମ୍ପଣୀ—ଅନ୍ୟରୂପ)
ଦଣ୍ଡିରେ ଝୁଲୁଥିବା ଥିବା ଅସୁଲ ବା ନକିଲି ମୋତି — Pure or imitation pearl hanging down a nose ornament; a gempendant.