Jump to content

ଫାରକିତି

ଉଇକିଅଭିଧାନ‌ରୁ

ଫାରକିତି

ଉଚ୍ଚାରଣ

[ସମ୍ପାଦନା]
  • (file)

ପ୍ରାଦେଶିକ - (ବାଲେଶ୍ୱର)ବିଶେଷଣ -

[ସମ୍ପାଦନା]

ପରିପୂର୍ଣ୍ଣ — Full; filled with.

ସପ୍ନା କହେ, ଚେମୀ ସବୁ ଗୁଣରେ ଫାରକତି— ଫକୀରମୋହନ, ଗଳ୍ପସ୍ୱଳ୍ପ