Jump to content

ଫାରନ୍ ହିଟ୍

ଉଇକିଅଭିଧାନ‌ରୁ

ଫାରନ୍ ହିଟ୍

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ଫାର୍ନାହିଟ୍—ଅନ୍ୟରୂପ)

ବୈଦେଶିକ - ବିଶେଷ୍ୟ - (ଇଂରାଜୀ - ଫାରେନ୍ ହିଟ୍; ଏ ଯନ୍ତ୍ରର ଆବିଷ୍କାରକଙ୍କ ନାମ)

[ସମ୍ପାଦନା]

ଏକପ୍ରକାର ତାପମାନ ଯନ୍ତ୍ର — fahrenheit.

[ଦ୍ରଷ୍ଟବ୍ୟ —ଏଥିରେ ଚିହ୍ନ ୩୨: ଡିଗ୍ରୀରୁ ଆରମ୍ଭ ହୋଇଥାଏ ଓ ୨୧୨:ରେ ଶେଷ ହୋଇଥାଏ ୨୧୨: ଡିଗ୍ରୀରେ ପାଣି ବାଷ୍ପ ହୁଏ ଓ ୩୨: ଡିଗ୍ରୀରେ ପାଣି ବରଫ ହେବାକୁ ଆରମ୍ଭ କରେଷ] ଏହାକୁ ପାଣିରେ ବୁଡ଼ାଇଲେ ପାଣି କେଡ଼େ ଗରମ କି ଥଣ୍ଡା ଅଛି ତାହା ଜଣା ପଡ଼େ]