Jump to content

ଫାରମ

ଉଇକିଅଭିଧାନ‌ରୁ

ଫାରମ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

(ଫାର୍ମ—ଅନ୍ୟରୂପ)

ବୈଦେଶିକ - ବିଶେଷ୍ୟ - (ଇଂ)

[ସମ୍ପାଦନା]
୧. (ଇଂରାଜୀ - ଫର୍ମ)—ଦରଖଖାସ୍ତ, ରେଜିଷ୍ଟରୀ, ରସୀଦ୍ ଆଦିରେ କେଉଁ ସ୍ଥାନରେ କଅଣ ଲେଖାଯିବ ତହିଁର ସୂଚନା ରେଖାଆଦ୍ୱାରା ଯହିଁରେ ଚିହ୍ନିତ ହୋଇଥାଏ —୧. Form for petitions registers, receipts etc.
୨. (ଇଂରାଜୀ - ଫର୍ମ) ଛାପା କଳରେ ଏକାଥରକେ ଛାପା ହେବା ତକ୍ତା —୨. Form in printing.
୩. (ଇଂରାଜୀ - ଫାର୍ମ) କୃଷିକ୍ଷେତ୍ର —୩. Farm.
୪. (ଇଂରାଜୀ - ଫାର୍ମ) ସରକାରୀ ଆଦର୍ଶ କୃଷିକ୍ଷେତ୍ର — ୪. Governament agricultural farm.
୫. (ଇଂ . ଫର୍ମ) ଯୌଥ କାରବାର କମ୍ପାନୀ — ୫. A trading firm.
୬. (ଇଂରାଜୀ - ଫର୍ମ) ବିଦ୍ୟାଳୟର ଶ୍ରେଣୀ — ୬. Form; class in a school.
୭. ଇଟା ଆଦିର ଛାଞ୍ଚ —୭. Brick-mould.