ଫାରଶା
ଦେଖଣା
ଫାରଶା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା](ଫାର୍ଶା—ଅନ୍ୟରୂପ)
ଦେଶଜ - ବିଶେଷ୍ୟ - (ସଂସ୍କୃତ - ପରଶୁ)
[ସମ୍ପାଦନା]- ୧. ବେଣ୍ଟ ଲାଗିଥିବା ଯୁଦ୍ଧାସ୍ତ୍ର ବା ବିସ୍ତୃତଫଳା କୁଠାର —Battle axe; the pole- axe.
ପର୍ଶୁରାମ ଯେ ଫଳଭାର କାନ୍ଧେ ବହି ଫାରଶା କରେ ଧରି ତହିଁ ଗଲେ ପାଲା—କୃଷ୍ଣସିଂହ, ମହାଭାରତ, ବନ
- ୨. ଫାରଶା କୋଳି (ଦେଖ) - — ୨. Phāraṡā koḻi