ଫାର୍ଖତ୍
ଦେଖଣା
ଫାର୍ଖତ୍
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା](ଫାରକତ୍[ତି]—ଅନ୍ୟରୂପ)
ବୈଦେଶିକ - ବିଶେଷ୍ୟ - (ଫାରାସୀ - ଫାରଖତ୍; ଆରବୀ - ଫାରଗ୍ଖତି)
[ସମ୍ପାଦନା]- ୧. ବିବାହବନ୍ଧନ ଚ୍ଛେଦନପତ୍ର; ଛାଡ଼ପତ୍ର — ୧. Deed of divorce.
- ୨. ଦାବିତ୍ୟାଗ ପତ୍ର; ମୁକ୍ତିପତ୍ର — ୨. Deed of release or reliquishment.
- ୩. ବିଶୋଧନୀ ପାଉତି —୩. Acquittance-roll; a receipt in full discharge.
- ୪. ସମାପ୍ତି ରସିଦ —୪. Full satisfaction receipt.
- ୫. (ଆରବୀ - ଫାରିଗ୍) ଫରାକତ୍ ବା ଉନ୍ନୁକ୍ତ ସ୍ଥାନ — ୫. Open space.
- ୬. (ଆରବୀ - ଫରକ୍) ପୃଥକ୍ ହେବା; ଭିନ୍ନେ ହେବା — ୬. Separation from each other.
- ୭. ଅବସର —୭. Liesure.
- ୮. ଘୁଞ୍ଚିବା ନିମନ୍ତେ ଯଥେଷ୍ଟ ସ୍ଥାନ —୮. Moving space.
- ୯. ମୁକ୍ତି —୯. Release; relief.
- ୧. ପରିତ୍ୟାଗ —୧୦. Relinquishment.
ବିଶେଷଣ -
[ସମ୍ପାଦନା]- ୧. ମୁକ୍ତ —୧. Released; set free; discharged.
- ୨. ଛାଡ଼ପତ୍ର ଦିଆଯାଇଥିବା (ସ୍ତ୍ରୀ) —୨. Divorced.
- ୩. ପରିତ୍ୟକ୍ତ —୩. Relinquished.
- ୪. ପୃଥକ୍ ପୃଥକ୍ କରାଯାଇଥିବା —୪. Separated.
- ୫. ଅବସର ପ୍ରାପ୍ତ —୫. Liesured.
- ୬. ଉନ୍ମୁକ୍ତ —୬. Open.