Jump to content

ଫାଲତୁ

ଉଇକିଅଭିଧାନ‌ରୁ

ଫାଲତୁ

ଉଚ୍ଚାରଣ

[ସମ୍ପାଦନା]

ଫାଲତ୍, ଫାଲୁତ୍, ଫାଲତୁଅନ୍ୟରୂପ

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ହି)

[ସମ୍ପାଦନା]
୧. ବହକା; ଅଧିକା — ୧. Extra.
୨. ଆବଶ୍ୟକରୁ ଅତିରିକ୍ତ; ଅତ୍ୟଧିକ — ୨. Excessive; redundant; more than necessary.
୩. ଅନାବଶ୍ୟକ; ନିଷ୍ପ୍ରୟୋଜନ — ୩. Useless; unnecessary.
୪. ନିଷ୍ଫଳ; ବୃଥା; ବାଜେ —୪. Vain; fruitless.