ଫାଳଫାଳ
(ଫାଳ ଫାଳିଆ, ଫାଳ ଫାଳିକିଆ—ଅନ୍ୟରୂପ)
ଖଣ୍ଡ ଖଣ୍ଡ ହୋଇ ଥିବା; ଫାଳ ଫାଳ ହୋଇ ଚିରା ଯାଇଥିବା (ବହୁ ଖଣ୍ଡ) — Divided into slices; sliced.
ଦୁଃଖ ଅସମ୍ଭାଳ ଭାଳ ହୃଦ କକି ସୁଶୀଳ ଶିଳ ହେଲା ଅଛି ନୋହି ଫାଳ ଫାଳ ଭଞ୍ଜ. ପ୍ରେମସୂଧାନିଧି