ଫାଳିଆ
ଦେଖଣା
ଫାଳିଆ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବି—(ସଂସ୍କୃତ - ଫାଳ)
[ସମ୍ପାଦନା]ବଡ଼ ଖଣ୍ଡ; କୌଣସି ପଦାର୍ଥର ଲମ୍ୱ ଓ ବଡ଼ ଖଣ୍ଡ —A big piece; slice.
ଆଳୁ ବାଇଗଣ ସୀମ ଓଳିଆ, ଗୋଦର ଗୋଡ଼କୁ କାଠଫାଳିଆ ଢଗ
ବିଶେଷଣ -
[ସମ୍ପାଦନା]- ୧. ବଡ଼ —୧. Big; large.
- ୨. ଫାଳ ଫାଳ ହୋଇ ଚିରା ଯାଇଥିବା —୨. Cut into stripes or long pieces; split up; sliced.
- ୩. ଫାଳିକିଆ (ଦେଖ) - —୩. Phāḻikiā (See)