ଫାଶ
ଦେଖଣା
ଫାଶ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ପାଶ)
[ସମ୍ପାଦନା]- ୧. ଜୀବ ଧରିବା ଜାଲ; ପାଶ — ୧. Snare; net.
- ୨. ସୂତାର ବା ଦଉଡ଼ିର ଗଣ୍ଠି — ୨. Knot of a rope or thread.
- ୩. ଦଉଡ଼ିରେ ପଡ଼ିଥିବା ହୁଗୁଳା ଗଣ୍ଠି — ୩. Slipknot; noose.
ଲଗାଇଛି ଫାଶ ସେହୁ ସମସ୍ତଙ୍କ ଗଳେ ରାଧାନାଥ. ମହାଯାତ୍ରା
- ୪. ଫାଶିଆ —୪. A kind of earring.
ଝିଙ୍କ କାଠି ଖଞ୍ଜି ବାନ୍ଧି କେଶ ପାଶ କର୍ଣ୍ଣେ ଶତରନ୍ଧ୍ର ଶୋରେ ଶତ ଫାଶ ତାରିଣୀଚରଣ. ଋଷିକୁଲ୍ୟା