ଫାଶସିଷ୍ଟ୍
ଦେଖଣା
ଫାଶସିଷ୍ଟ୍
ଉଚ୍ଚାରଣ
[ସମ୍ପାଦନା](ଫ୍ୟାଶି ସିଷ୍ଟ୍; ଫେଶି ସିଷ୍ଟ୍—ଅନ୍ୟରୂପ)
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଫାଶସିଷ୍ଟ୍
|
ବୈଦେଶିକ - ବିଶେଷ୍ୟ - (ଇଂ)
[ସମ୍ପାଦନା]ଇଉରୋପର ଇଟାଲୀ ରାଜ୍ୟରେ ପ୍ରତିଷ୍ଠିତ ସାମ୍ୟବାଦୀଙ୍କ ବିରୋଧୀ ରାଜନୀତିକ ଦଳବିଶେଷ — Facicist; the name of a new political party in Europe.
[ଦ୍ରଷ୍ଟବ୍ୟ —ଇଟାଲୀରେ ମୁସୋଲିନୀ ଏ ଦଳରେ ନେତାରୂପ ବର୍ତ୍ତମାନ ରାଜଦଣ୍ଡ ଧାରଣ କରି ଅଛନ୍ତି]