ଫାଶି
ଦେଖଣା
ଫାଶି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ପାଶ)
[ସମ୍ପାଦନା]- ୧. ଉଦ୍ୱନ୍ଧନ; ଦଉଡ଼ି ମରିବା — ୧. Death by hanging.
- ୨. ଏକପ୍ରକାର ଜଙ୍ଗଲି ଗଛ — ୨. A wild tree; Anogeissus Acumenata.
ପ୍ରାଦେଶିକ - (ଗଡ଼ଜାତ) ବିଶେଷ୍ୟ -
[ସମ୍ପାଦନା]ମଝିରେ ମଝିରେ ଫାଙ୍କଥିବା ବୁଣା ହୋଇଥିବା ତଲେଇ —A kind of mattress of bamboo-laths with small interstices throughout.