Jump to content

ଫାଶିଆ

ଉଇକିଅଭିଧାନ‌ରୁ

ଫାଶିଆ

ଉଚ୍ଚାରଣ

[ସମ୍ପାଦନା]
  • (file)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ପାଞ୍ଚ)

[ସମ୍ପାଦନା]

ନାକ ଓ କାନରେ ପିନ୍ଧାଯିବା ତାରର ସରୁ ମୁଦିଆ —Wire ring for the nose and ear.

ବିଶେଷଣ -

[ସମ୍ପାଦନା]

ଯେ ଫାଶି ଦିଏ —One who hangs a man till dealth; hang-man.