ଫାଶିଆରା
ଦେଖଣା
ଫାଶିଆରା
ଉଚ୍ଚାରଣ
[ସମ୍ପାଦନା]ଫାଶିଆର, ଫାଶିହାରାଅନ୍ୟରୂପ
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ପାଶ)
[ସମ୍ପାଦନା]- ୧. ଯେ ଫାଶିଦଣ୍ଡରେ ଦଣ୍ଡିତ ଅପ— ରାଧୀକୁ ଫାଶି ଖୁଣ୍ଟରେ ଝୁଲାଏ —୧. A hangman.
- ୨. ଯେଉଁ ଡକାଏତ ଲୋକଙ୍କ ଗଳାରେ ଫାଶି ଲଗାଇ ଦ୍ରବ୍ୟ ଅପହରଣ କରେ; ନରଘାତୀ ଦସ୍ୟୁ —୨. A strangulating robber; a strangler.
- ୩. ଲୋକଙ୍କୁ ବିପଦରେ ପକାଇବା ବ୍ୟକ୍ତି — ୩. A person who involves people in danger.