ଫାଶିଆରି
ବଡ଼ ଫାଶଯୁକ୍ତ ମୁଣ୍ଡଘୂରା ଜାଲ — A kind of noosed fishing net.
[ଦ୍ରଷ୍ଟବ୍ୟ —ଏଥିରେ ବଡ଼ ବଡ଼ ମାଛ ଧରା ପଡ଼ନ୍ତି ସାନ ମାଛ ଫାଶର ଜଳା ବାଟେ ବାହାରି ଯାଆନ୍ତି]