Jump to content

ଫାଷ୍ଟ୍ ଏଡ଼୍

ଉଇକିଅଭିଧାନ‌ରୁ

ଫାଷ୍ଟ୍ ଏଡ଼୍

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଇଂରାଜୀ - ଫର୍ଷ୍ଟ୍+ଏଡ଼୍)

[ସମ୍ପାଦନା]

ଆକସ୍ମିକ ବିପଦରେ ଆହତ ବ୍ୟକ୍ତି ପ୍ରତି କରାଯିବା ପ୍ରାଥମିକ ଉପଚାର ବା ଚିକିତ୍ସା —First aid.

[ ଦ୍ର—ହଠାତ୍ ଆହତ ବ୍ୟକ୍ତିକୁ ଚିକିତ୍ସା କରିବା ପାଇଁ ବିଶେଷଜ୍ଞ ବା ଡାକ୍ତର ନ ଥିଲେ ତାକୁ ପ୍ରଥମେ ଫାଷ୍ଟ୍ ଏଡ଼୍ ଦିଆଯାଏ ]