Jump to content

ଫିଆ

ଉଇକିଅଭିଧାନ‌ରୁ

ଫିଆ

ଉଚ୍ଚାରଣ

[ସମ୍ପାଦନା]
  • (file)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଫେଟନ)

[ସମ୍ପାଦନା]
୧. ଫେଇବା; ପ୍ରକାଶିତ କରିବା; ଦେଖାଇବା — ୧. Exhibiting; showing.
୨. ଖୋଲିବା —୨. Opening.

ବିଶେଷଣ -

[ସମ୍ପାଦନା]
୧. ଦେଖାଇ ଦିଆଯିବା; ପ୍ରକାଶିତ କରାଯାଇଥିବା — ୧. Exhibited.
୨. ଖୋଲା ଯାଇଥିବା; ମୁକ୍ତ —୨. Opened.