Jump to content

ଫିଉଡେଟରୀ ଷ୍ଟେଟ୍

ଉଇକିଅଭିଧାନ‌ରୁ

ଫିଉଡେଟରୀ ଷ୍ଟେଟ୍

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଇଂ)

[ସମ୍ପାଦନା]

ଯେଉଁ ରାଜ୍ୟର ରାଜା ଯୁଦ୍ଧ ସମୟରେ ସମ୍ରାଟଙ୍କୁ ସାହାଯ୍ୟ ଦେବା ପାଇଁ ସନ୍ଧାଦ୍ୱାରା ଆବଦ୍ଧ ଥାଆନ୍ତି —Feudatory State.

[ ଦ୍ର—ଓଡ଼ିଶାର ଗଡ଼ଜାତ ରାଜ୍ୟମାନ ଇଂରାଜ ସରକାରଙ୍କ ସଙ୍ଗେ ସନ୍ଧି କରିଥିଲେ ଯେ ସେମାନେ ସରକାରଙ୍କୁ ନିର୍ଦ୍ଧାରିତ କର ଦେବେ ଓ ଆବଶ୍ୟକ ହେଲେ ଯୁଦ୍ଧ ବେଳେ ସେନା ଆଦି ଯୋଗାଇବେ ପୂର୍ବେ ଏମାନଙ୍କୁ 'ଟି ବୁଟେରୀ ଷ୍ଟେଟ୍ସ' (କରଦରାଜ୍ୟ) ବୋଲାଯାଇଥିଲା, ପରେ ଏମାନଙ୍କୁ ଫିଉଡେ଼ଟରୀ ଷ୍ଟେଟ୍ସୀ (ସାମରିକ ସାହାଯ୍ୟଦାୟୀ ରାଜ୍ୟ) ବୋଲାଯଉଥିଲା; ତତ୍ପରେ ଏମାନଙ୍କୁ କେବଳ 'ଓଡ଼ଶା ଷ୍ଟେଟ୍ସ' ନାମ ଦିଆଗଲା; ଏବେ ଏମାନଙ୍କୁ ଓଡ଼ିଶା ଷ୍ଟେଟ୍ସ ବୋଲା ନ ଯାଇ ଓଡ଼ିଶା ଓ ମଧ୍ୟପ୍ରଦେଶ ଓ ଛୋଟନାଗପୁରର ରାଜ୍ୟମାନଙ୍କୁ ମିଶାଇ 'ଇଷ୍ଟର୍ଣ୍ଣ ଷ୍ଟେଟ୍ସ ଏଜେନ୍ସୀ' ନାମକ ଗୋଟିଏ ରାଷ୍ଟ୍ରପୁଞ୍ଜ କରା ଯାଇଅଛି ଓ ରାଜ୍ୟପୁଞ୍ଜର ଶାସନ ସମ୍ୱନ୍ଧେ ପରାମର୍ଶଦାତାରୂପେ ଗଭର୍ଣ୍ଣର ଜେନରଲ୍ (ବଡ଼ଲାଟ)ଙ୍କ ଏଜେଣ୍ଟ ରାଞ୍ଚିରେ ପ୍ରତିଷ୍ଠିତ ହୋଇଅଛନ୍ତି ]