ଫିକର
ଦେଖଣା
ଫିକର
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା](ଫିକିର—ଅନ୍ୟରୂପ)
ବୈଦେଶିକ - (ଆରବୀ - ଫିକ୍ର୍=ଚିନ୍ତା; ଉପାୟ)
[ସମ୍ପାଦନା]- ୧. ଭାବନା; ଚିନ୍ତା —୧. Thought; contemplation.
- ୨. ଉପାୟଚିନ୍ତା —୨. Thinking out a means.
- ୩. ଜୀବିକା ନିର୍ବାହର ଉପାୟ — ୩. Means of livelihood.
- ୪. ଉପାୟ —୪. Means; resource.
ସେଥିରେ ଫିରକ ମୋତେ ଜଣା—ଫକୀରମୋହନ. ଛମାଣ ଆଠଗୁଣ୍ଠ
- ୫. ଫନ୍ଦୀ; କୌଶଳି; ଚାତୁରୀ —୫. Stratagem; artifice; contrivance; tactics.
- ୬. ଅଦ୍ୱେଗ —୬. Anxiety.
- ୭. ଅବଲମ୍ୱନ; ଆଶ୍ରୟ —୭. Shelter.
- ୮. ଛଳନା —୮. Feigningg; excuse.