ଫିକା
ଦେଖଣା
ଫିକା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା](ଫିକାସିଆ, ଫିକ୍କା—ଅନ୍ୟରୂପ)
ଦେଶଜ - ବିଶେଷଣ - (ସଂସ୍କୃତ - ପିଙ୍ଗ; ତୁଳନା - ଆରବୀ - ଫକ୍)
[ସମ୍ପାଦନା]- ୧. ପାଣ୍ଡୁର; ଫକ୍କା; ବିବର୍ଣ୍ଣ — ୧. Pale; light coloured.
ପର୍ଯ୍ୟୁଷିତ ପଦ୍ମ ପ୍ରାୟେ ତନୁ ଫିକା— ରାଧାନାଥ, ନନ୍ଦିକେଶ୍ୱରୀ
- ୨. ରକ୍ତହୀନ — ୨. Bloddless; annemic.
- ୩. ବିରସ; ନୀରସ —୩. Vapid.
- ୪. ନିରାନନ୍ଦ —୪. Gloomy; dejected.
- ୫. ମଳିନ —୫. Foul.
- ୬. ପାଣିଚିଆ; ସ୍ୱାଦହୀନ —୬. Tasteless.
ପ୍ରାଦେଶିକ - (ଗଡ଼ଜାତ ଓ ସମ୍ୱଳପୁର) ବିଶେଷ୍ୟ -
[ସମ୍ପାଦନା]ଫିତା —Tape.
(ଯଥା—ସ୍ୱର୍ଣ୍ଣର ହାତ ଘଡ଼ି କେ ଚମଡ଼ାର ଫିକା)