ଫିକି
ଦେଖଣା
ଫିକି
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଦସ୍ତ ବା ଗଞ୍ଜପା ଖେଳରେ ବିପକ୍ଷୀୟ ଖେଳାଳିଲ ହାତରେ ରଜା, ମନ୍ତ୍ରୀ ଓ ଦେହ ରହିଗଲେ ନଅ ସାରକୁ ଖେଳିବାକୁ ବାଧ୍ୟ ହେବା ଅବସ୍ଥା —The state of a player in the Gan̄japā game being obiged to place his card with ୯ points, when the adversary has got with him the king, the Minister and the card with ୧୦ points.
ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ -
[ସମ୍ପାଦନା]ତାସ୍ ଖେଳ —Card play.