Jump to content

ଫିକିବା

ଉଇକିଅଭିଧାନ‌ରୁ

ଫିକିବା

ଉଚ୍ଚାରଣ

[ସମ୍ପାଦନା]

(ଫିଙ୍କିବା; ଫିଙ୍ଖିବା—ଅନ୍ୟରୂପ)

ପ୍ରାଦେଶିକ - (ସମ୍ୱଲପୁର) କ୍ରି. (ସଂସ୍କୃତ - କ୍ଷିପ୍ ଧାତୁ; ତୁଳ ପାଲୀ ଫିକର; ହି; ଫେଁକନା)

[ସମ୍ପାଦନା]

ଫିଙ୍ଗିବା; ଫେ ଙ୍ଗି ବା — To throw.