Jump to content

ଫିଙ୍ଗା

ଉଇକିଅଭିଧାନ‌ରୁ

ଫିଙ୍ଗା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବି—(ସଂସ୍କୃତ - କ୍ଷିପ୍ ଧାତୁ)

[ସମ୍ପାଦନା]
୧. ପିଙ୍ଗିବା ବା ଫୋପାଡ଼ିବା — ୧. The act of throwing.
୨. ଇଟା ବା ଟେକା ଦୂରକୁ ଫୋପାଡ଼ିବା ପାଇଁ ବ୍ୟବହୂତ ଦଉଡ଼ିରକ ଫାସଲଗା —୨. Sling.
୩. (ସଂସ୍କୃତ - ଫିଙ୍ଗକ) କଜଳପାତୀ ଚଢେଇ — ୩. The black drongo (bird)

ବିଶେଷଣ -

[ସମ୍ପାଦନା]

ଫୋପଡ଼ା ଯାଇଥିବା — Thrown away.