ଫିଙ୍ଗାଫିଙ୍ଗି
ଦେଖଣା
ଫିଙ୍ଗାଫିଙ୍ଗି
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଫିଙ୍ଗାଫିଙ୍ଗି
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଫୋପଡ଼ା ଫୋପଡ଼ି; ଅନେକ ବସ୍ତୁକୁ ଫିଙ୍ଗିବ କାର୍ଯ୍ୟ —୧. Throwing away of many articles.
- ୨. ପରସ୍ପର ତଳେ ପକାଇବା —୨. Throwing down of each other ou the ground.
- ୩. ପରସ୍ପର (ଟେକା ଆଦି) ଫୋପଡ଼ା ଫୋପଡ଼ି ହେବା — ୩. Throwing of missles at each other.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ପରସ୍ପରକୁ ତଳେ ପକାଇବା — ୧. Throwing down each other on the ground.
ପୂଣି ଫିଙ୍ଗା ପିଙ୍ଗି ଅନ୍ୟୋନ୍ୟରେ ହେଲେ ଝିଙ୍କା ଝିଙ୍କି ହୋଇଣ ଯୁଦ୍ଧ ଆରମ୍ଭିଲେ କୃଷ୍ଣସିଂହ, ମହାଭାରତ ବିରାଟ
- ୨. ଫୋପଡ଼ା ଫୋପଡ଼ି (ଦେଖ) - ୨. Phopaṟḍ̠ā phopaṟḍ̠i (See)