ଫିଙ୍ଗାଳ
ଫିଙ୍ଗାଳିଆ, ପେଙ୍ଗାଳଅନ୍ୟରୂପ
ଯେଉଁ ବେହେରାମାନେ ସବାରୀର ପଛଆଡ଼ ବାଉଁଶ କାନ୍ଧେଇ ଥାଆନ୍ତି — The bearers carrying the back- side pole of a palanquin.
[ ଦ୍ର—ସବାରୀର ଆଗ ବାଉଁଶକୁ କାନ୍ଧେଇବା ବେହରାଙ୍କୁ କୁମ୍ଭାଳି ବୋଲାଯାଏ ]