ଫିଙ୍ଗେଇବା
(ଫିଙ୍ଗାଇଦେବା—ଅନ୍ୟରୂପ)
ଫିଙ୍ଗିଦେବାର ଣିଜନ୍ତ ରୂପ — The causative form of phiṅgibā
ପିଙ୍ଗାଇ ଦେବି ବୋଲି ମନରେ ଭାବିଲେ କୃଷ୍ଣସିଂହ. ମହାଭାରତ ସଭା