ଫିଟାଇ କହିବା
ଦେଖଣା
ଫିଟାଇ କହିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଫିଟାଇ କହିବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]ସମସ୍ତ କଥା ଖୋଲି କରି ବା ସ୍ପଷ୍ଟରୂପେ କହିବା —To make a clean breast of everything; to speak out a thing clearly.
ବିଭା କରିବାରେ ଏତିକି ଦୋଷ ଅଛି ତୁମ୍ଭ ଆଗେ ତାହା ମୁଁ ଫଟାଇ କହୁଛି କୃଷ୍ଣସିଂହ. ମହାଭାରତ ଆଦି