Jump to content

ଫିଟିକିରୀ

ଉଇକିଅଭିଧାନ‌ରୁ

ଫିଟିକିରୀ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ଫିଟକିରୀ—ଅନ୍ୟରୂପ)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ସ୍ପଟିକା; ସ୍ଫଟିକାରି; ଫାଟିକୀ)

[ସମ୍ପାଦନା]

ସୁହାଗା; ଟାଙ୍ଗଣା —Alum; borax.

[ ଦ୍ର—ଏହା ଜଳ ତଟରେ ଜାତ ଶୁକ୍ଳ ସ୍ପଟିକବତ୍ ସ୍ୱଚ୍ଛ କ୍ଷାରବିଶେଷ କାଶ୍ମୀର ଦେଶର ଉଷ୍ଣପ୍ରସ୍ରବଣର ଜଳରୁ ଗନ୍ଧକ ଓ ଫିଟିକିରୀ ମିଳେ ଓ ତିବ୍ୱତ ଦେଶୀୟ ହ୍ରଦ ତାଟରୁ ଫିଟିକିରୀ ମିଳେ ସୁନା , ରୂପା ତରଳାଇବାରେ ଓ ଔଷଧରେ ଏହା ବ୍ୟବହୃତ ହୁଏ ଏହା କଷା ଓ ଲୁଣିଆ ସେ ପାଣିରେ ମୁହଁ ଓ କ୍ଷତଆଦି ଧୋଇଲେ କ୍ଷତାଦି ପରିଷ୍କୃତ ହୁଏ ଫିଟିକିରିକୁ ନିଆଁରେ ପୋଡ଼ି ଦେଲେ ଏହା ଖୁବ୍ ଫଉଳିଯାଏ ବୈଦ୍ୟଶାସ୍ତ୍ର ମତରେ ଏହା ବାତ, ପିତ୍ତି, କଫ, ବ୍ରଣ. ଶ୍ୱିତ୍ର ଓ ବିସର୍ପ ନାଶକ ସୁହାଗା ରୋଗ କୀଟାଣୁ ନାଶକ ]