Jump to content

ଫିଟ୍ ବାବୁ

ଉଇକିଅଭିଧାନ‌ରୁ

ଫିଟ୍ ବାବୁ

ଉଚ୍ଚାରଣ

[ସମ୍ପାଦନା]

ଫିଟ୍ ବିସିନି, ଫିଟ୍କି ବିସିନିଅନ୍ୟରୂପ

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ବ୍ୟଙ୍ଗୋକ୍ତି)

[ସମ୍ପାଦନା]
୧. ଫୁଲ୍ ବାବୁ; ଲମ୍ୱସାଟ— ପଟାବୃତ ବ୍ୟକ୍ତି —୧. Beau.
୨. ଆଧୁନିକ ରୀତ ଅନୁସାରେ ଗୋଡଠାରୁ ମୁଣ୍ଡପର୍ଯ୍ୟନ୍ତ ସୁସଜ୍ଜିତ ବ୍ୟକ୍ତି — ୨. A person dressed in the latest fashion from top to toe.