ଫିଡ଼୍କାଇବା
ଦେଖଣା
ଫିଡ଼୍କାଇବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଫିଡ଼୍କାଇବା
|
ଦେଶଜ - କ୍ରି.
[ସମ୍ପାଦନା]- ୧. ଉଖାଡ଼ିବା; ହୁଗାଳିବା — ୧. To loosen; to slacken.
- ୨. ଖାସାଇବା; ଦୂର କରିବା; ସ୍ଥାନାନ୍ତରିତ କରିବା —୨. To remove.
- ୩. ଭୟ ଦେଖାଇ ବା ଧମକାଇ ତଡ଼ି ଦେବା; ହୁରୁଡ଼ାଇବା — ୩. To drive away by threats; to scare a way.