Jump to content

ଫିରଙ୍ଗ

ଉଇକିଅଭିଧାନ‌ରୁ

ଫିରଙ୍ଗ

ଉଚ୍ଚାରଣ

[ସମ୍ପାଦନା]

=== ସଂସ୍କୃତ - ବିଶେଷ୍ୟ - (ଇଂ ପ୍ରାଙ୍କ୍ ଶବ୍ଦ; ନବ୍ୟ ସଂସ୍କୃତରେ ଗୃହୀତ)

ଇଉରୋପ ଦେଶ —Europe.

[ଦ୍ରଷ୍ଟବ୍ୟ —ପ୍ରାଚୀନ ସଂସ୍କୃତରେ ଏହି ଶବ୍ଦର ବ୍ୟବହାର ନାହୁଁ, କିନ୍ତୁ ଆଧୁନିକ ବୈଦ୍ୟଶାସ୍ତ୍ର ଭାପବପ୍ରକାଶାଦିରେ ଏ ଶବ୍ଦ ବ୍ୟବହୃତ ହେବାର ଦେଖାଯାଏ]

(ଫିରଙ୍ଗିଣୀ—ସ୍ତ୍ରୀ)  

ବିଶେଷଣ -

[ସମ୍ପାଦନା]

ଇଉରୋପ ଦେଶବାସୀ —European.