ଫିରଙ୍ଗ ରୋଗ
ଦେଖଣା
ଫିରଙ୍ଗ ରୋଗ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ଉପଦଂଶ ବା ଗରମୀ ରୋଗ — Syphilis.
[ଦ୍ରଷ୍ଟବ୍ୟ —ପ୍ରାୟ ୪ ବର୍ଷ ପୂର୍ବେ ରଚିତ ବୈଦ୍ୟକ ଗ୍ରନ୍ଥ ଭାବ— ପ୍ରକାଶରେ ଲେଖା ଅଛି ଯେ ଏ ରୋଗ ଫିରଙ୍ଗ ଦେଶରେ ବହୁଳ ଭାବରେ ଦୃଷ୍ଟ ହୁଏ ବୋଲି ଏ ରୋଗର ନାମ ଫିରଙ୍ଗ ରୋଗ ଏଥିରୁ ଅନୁମତି ହୁଏ ଯଏ ଫିରଙ୍ଗୀ ବା ଇଉରୋପୀୟମାନେ ଏ ଦେଶକୁ ଏ ରୋଗ ପ୍ରଥମେ ଆଣିଥିଲେ]