ଫିରାଇ
ଦେଖଣା
ଫିରାଇ
ଉଚ୍ଚାରଣ
[ସମ୍ପାଦନା](ଫିରେଇ—ଅନ୍ୟରୂପ)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ତିର୍ଯକ; ତିରଶ୍ଚିନ)
[ସମ୍ପାଦନା]- ୧. କପାଳ ଉପରିସ୍ଥ କେଶର ବିନ୍ୟାସ ବିଶେଷ; ସୁନ୍ଥା; ଟେରୀ; କପାଳ ଉପରିସ୍ଥ କେଶର ଦ୍ୱିଫାଳୀକୃତ ବିନ୍ୟାସ; ରେଖ — ୧. A mode of parting the hair of the forehead.
- ୨. ତାସ ଖେଳରେ ଜଣେ ଖେଳାଳି ନିକଟରେ ଥିବା ଯେଉଁ 'ବେରଙ୍ଗ' ତାସ ଦେଇ ଅପର ପକ୍ଷର ତାସକୁ ଜିଣି ନିଆ— ଯାଏ; ଯେଉଁ ତାସକୁ ଏକତୁରୂପ ଭିନ୍ନ ଅପର ତାସ୍ ଜିଣି କରି ନେଇ ନପାରେ — ୨. (Cardplay) Cards of a class different from those of the first player with which the second player can win the ୧st player's throw.