Jump to content

ଫିରିଫିରା

ଉଇକିଅଭିଧାନ‌ରୁ

ଫିରିଫିରା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ଫାସିଆରେ ନୁଡ଼ୁକା ଝୁଲୁଥିବା କର୍ଣ୍ଣାଳଙ୍କାର ବିଶେଷ — ୧. A kind of earring with falt pendants.

[ଦ୍ରଷ୍ଟବ୍ୟ —ଏହା କାନର ଉପର ଭାଗରେ ଛିଦ୍ର କାରଯାଇ ପିନ୍ଧାଯାଏ]

୨. ଝୁଲ; ରଥାଦି ମଣ୍ଡନ ଉପକରଣ ବିଶେଷ — ୨. Hanging tassless.
୩. ଝିପିଝିପି ବରଷା; କ୍ଷୁଦ୍ର ଟୋପାରେ ବରଷା — ୩. Drizzling rain.

ଆଠ ଦୁମକାଣି ଷୋଳ ଅସରା ପଚିଶି ପରିଫିଲା ଚଉଷଠି କୁଣ୍ତାଝରା ତେବେ ଯାଇ ଚଷାର ପେଟ ହୁଏ ପରା କୃଷିବଚନ

ପ୍ରାଦେଶିକ - (କଳାହାଣ୍ଡି)ବି

[ସମ୍ପାଦନା]

ପ୍ରଜାପତି —Butterfly.