ଫିସାଦ
ଦେଖଣା
ଫିସାଦ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ - (ଆରବୀ - ଫସାଦ୍)
[ସମ୍ପାଦନା]- ୧. କଳହ; ଝଗଡ଼ା — ୧. Quarrel.
- ୨. ଦ୍ୱନ୍ଦ; ବିବାଦ —୨. Dispute.
- ୩. ମନ୍ଦ ଫଳ; ଅନିଷ୍ଟ —୩. Bad effects.
xx ମଦ—ମଦଢ଼—ନିଆଁ—ପାଉଁଶ ଗୁଡ଼ାଅଇ ଖାଇଥିଲେ ତାହାରି ଫିସାଦ=ଫକୀରମୋହନ, ଗଳ୍ପସ୍ୱଳ୍ପ
- ୪. ଗୁପ୍ତ ମନ୍ତ୍ରଣା —୪. Instigation.
- ୫. ବିପଦ —୫. Danger.
- ୬. ବିଦ୍ରୋହ —୬. Rebellion; revolt.
- ୭. ଗୋଳମାଳ —୭. Confusion.
- ୮. ଛଳନା —୮. Feigning; exuse.