Jump to content

ଫିସ୍ ଫିସ୍

ଉଇକିଅଭିଧାନ‌ରୁ

ଫିସ୍ ଫିସ୍

ଉଚ୍ଚାରଣ

[ସମ୍ପାଦନା]

(ଫିସିଫିସି, ଫିସିରିଫିସିରି—ଅନ୍ୟରୂପ)

  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ଅ. (ଧ୍ୱନ୍ୟନୁକରଣ) (ତୁଳ. ଇଂରାଜୀ - ଫିସ୍)

[ସମ୍ପାଦନା]
୧. ଛୋଟ ଛୋଟ ବିନ୍ଦୁରେ ବର୍ଷା ହେବାର ଶବ୍ଦ — ୧. Sound of drizzling rain; pissing sound.
୨. ତୁନି ତୁନି କଥାବାର୍ତ୍ତା ହେବାର ଶବ୍ଦ — ୨. Whispering sound.

[ଦ୍ରଷ୍ଟବ୍ୟ —ଫସ୍ ଫସ୍ ଓ ଫସର ଫସର—ବଡ଼ ଶବ୍ଦ ଫିସ୍ ଫିସ୍ ଓ ଫିସିରି ଫିସିରି—ଫସ୍ ଫସ୍ ଅପେକ୍ଷା ଛୋଟ ଶବ୍ଦ ଫୁସ୍ ଫୁସ୍ ଓ ଫୁସୁରୁ ଫୁସୁରୁ—ଫିସ୍ ଫିସ୍ ଅପେକ୍ଷା ଆହୁରି ଛୋଟ ଶବ୍ଦ ସ୍ଥଳରେ ବ୍ୟବହୃତ ହୁଏ]