Jump to content

ଫୁଆରା

ଉଇକିଅଭିଧାନ‌ରୁ

ଫୁଆରା

ଉଚ୍ଚାରଣ

[ସମ୍ପାଦନା]

(ଫୋଆରା—ଅନ୍ୟରୂପ)

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଆଂ ଫା ବାରାହ୍; ତୁଳ ସଂସ୍କୃତ - ଫୁତ୍କାର)

[ସମ୍ପାଦନା]
୧. ଝରଣା; ଉତ୍ସ —୧. Fountain.
୨. କୃତିମ ଉତ୍ସ — ୨. Artificial fountain.