Jump to content

ଫୁଇ

ଉଇକିଅଭିଧାନ‌ରୁ

ଫୁଇ

ଉଚ୍ଚାରଣ

[ସମ୍ପାଦନା]

ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ -

[ସମ୍ପାଦନା]
୧. ବନସି ସୂତାକୁ ପାଣିରେ ଉକୁଚାଇ ରଖିବା ପାଇଁ ବ୍ୟବହୃତ ସୋଲହ ବା ମୟୂର ପକ୍ଷିର କାଠି; ତେରେଣ୍ଡା —୧. Float attached to the angling string.
୨. (ସଂସ୍କୃତ - ପର୍ବ) ଆଖୁର ଛୋଟ ଛୋଟ ଖଣ୍ଡ (ଯହିଁରେ ଆଖି ବା ଗଣ୍ଠି ନ ଥାଏ) —Small bite of sugarcane having to knots or nodes therein.