ଫୁକାର
ଦେଖଣା
- ଖିଲାଣ
- ପୋଲତଳେ ପାଣି ଯିବା ନିମନ୍ତେ କରାଯିବା ଖିଲାଣ
- ଛୋଟ ଶଙ୍ଖ ବା ପୋଲ
- ମୁଖବାଦ୍ୟବିଶେଷଫୁକାର
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ଭୁକ= ଛିଦ୍ର; ଯୋଗେଶ୍ଚନ୍ଦ୍ର)
[ସମ୍ପାଦନା]ଖିଲାଣ — ୧. Archway.
- ୨. ପୋଲତଳେ ପାଣି ଯିବା ନିମନ୍ତେ କରାଯିବା ଖିଲାଣ —୨. Archway for the exit of the rushing water below a bridge
- ୩. ଛୋଟ ଶଙ୍ଖ ବା ପୋଲ —୩. Culvert.
ଅନୁବାଦ
[ସମ୍ପାଦନା]ଫୁକାର
|
- ୪. (ସଂସ୍କୃତ - ଫତ୍କାର)—ଫୁ ଫୁ ଶବ୍ଦ; ଫୁତକାର — ୪. Hissing sound.
- ୫. ମୁଖବାଦ୍ୟ ବିଶେଷ —୫. A vocal musicalsound produced by the mouth.
ଅଠାଶି ସହସ୍ର ଫୁକାର ସାଜେ ଚାଳିଶି ସହସ୍ର ଚର୍ମଜ ବାଜେ ପ୍ରାଚୀ. ରହସ୍ୟମଞ୍ଜରୀ