Jump to content

ଫୁକାରିବା

ଉଇକିଅଭିଧାନ‌ରୁ

ଫୁକାରିବା

ଉଚ୍ଚାରଣ

[ସମ୍ପାଦନା]

ଫୁକରା(ରେ)ଇବା, ଫୁକାରି ହେବା, ଫୁକୁରା(ରେ)ଇବା, ଫୁତ୍କାରିବାଅନ୍ୟରୂପ

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି. (ହିନ୍ଦୀ - ପୁକାର୍ନା; ତୁଳ; ସଂସ୍କୃତ - ଚିତ୍କାର; ପ୍ରଚାର)

[ସମ୍ପାଦନା]
୧. ଚିତ୍କାର କରିବା; ପାଟି କରି ଡ଼ାକିବା; ଉଚ୍ଚୈଃସ୍ୱର କରିବା — ୧. To call alound; to halloo.
୨. କହିବା —୨. To speak out.
୩. ଗର୍ଜନ କରିବା; ରାବ କରିବା — ୩. To roar; to utter a loud sound.
୪. ପ୍ରକାଶ କରିବା —୪. To publish.