Jump to content

ଫୁକିଆ

ଉଇକିଅଭିଧାନ‌ରୁ

ଫୁକିଆ

ଉଚ୍ଚାରଣ

[ସମ୍ପାଦନା]

(ଫୁକିଆତରା—ଅନ୍ୟରୂପ)

ପ୍ରାଦେଶିକ - (ଗଡ଼ଜାତ) ବିଶେଷ୍ୟ -

[ସମ୍ପାଦନା]

ରାତି ୪ ଟା ବେଳେ ଉଦିତ ହେବ ପାହାନ୍ତିଆ ତାରା; ଶୁକ୍ର ଗ୍ରହ — Morning star; the planet Venus rising in the early morning.

(ଯଥା— ଫୁକିଆ ଉଠିଲେ କେଉଟୁଣି ମାନେ ଚୁଡ଼ାକୁଟା ଆରମ୍ଭ କରନ୍ତି)