Jump to content

ଫୁକୁର୍ ଫୁକୁର୍

ଉଇକିଅଭିଧାନ‌ରୁ

ଫୁକୁର୍ ଫୁକୁର୍

ଉଚ୍ଚାରଣ

[ସମ୍ପାଦନା]

(ଫୁକୁରୁ ଫୁକୁରୁ—ଅନ୍ୟରୂପ)

  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି. ବିଶେଷଣ - (ସଂସ୍କୃତ - ଫକ୍କ୍ ଧାତୁ= ମନ୍ଦଗତି; ଲଘୁଗତି)

[ସମ୍ପାଦନା]

କୁଦିକୁଦିକା; କ୍ଷୁଦ୍ର ପ୍ରାଣୀ ନାଚିବା ବା ଡ଼େଇଁବା ପ୍ରକାରେ — In a frisking manner.

(ଯଥା— ପିଲାଟି ଫୁକୁର୍ ଫୁକୁର୍ ହୋଇ ନାଚୁଛି)

[ଦ୍ରଷ୍ଟବ୍ୟ —ଫକର ଫକର ଅପେକ୍ଷା ଫୁକୁର୍ ଫୁକୁର୍ କ୍ଷୁଦ୍ରତର ପ୍ରାଣୀ ସୂଚନା କରେ ବଡ଼ ମନୁଷ୍ୟ ବା ପ୍ରାଣୀ (ଯଥା—ମାକଡ଼) ଫକର ଫକର ହୁଏ ଛୋଟ ପ୍ରାଣୀ (ଯଥା—ଶିଶୁ, ଛେଳିଛୁଆ) ଫୁକୁର୍ ଫୁକୁର୍ ହୁଏ 'ଫୁକୁର୍ ଫୁକୁର୍' ଶଦ୍ଦ ପ୍ରୟୋଗଦ୍ୱାରା ନର୍ତ୍ତକର କ୍ଷୁଦ୍ର ଆକୃତି ଓ ନାଚିବାର ସ୍ନିଗ୍ଧତା ସୂଚିତ ହୁଏ]