ଫୁଙ୍କା ଫୁଙ୍କି
ଦେଖଣା
ଫୁଙ୍କା ଫୁଙ୍କି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଫୁଙ୍କା ଫୁଙ୍କି
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଫୁଙ୍କିବା ପ୍ରକ୍ରିୟା —୧. The act of blowing wind with the mouth.
- ୨. ଝଡ଼ା ଫୁଙ୍କା; ମନ୍ତ୍ର ପଢ଼ି ଘାଆ ଆଦିକୁ ଫୁଙ୍କିବା — ୨. The act of blowing wind with the mouth by reciting mantras.